କାମାକ୍ଷାନଗର: ରେଙ୍ଗାଳୀ ବାମପାର୍ଶ୍ୱ ମୁଖ୍ୟ କେନାଲ ଭୁଶୁଡ଼ି ଢେଙ୍କାନାଳ ଜିଲ୍ଲା ବାଉଁସପାଳ ପଞ୍ଚାୟତ ଅନ୍ତର୍ଗତ ଲେମ୍ବୁପାଳ ଗାଁ ନିକଟରେ ୩୦ ଫୁଟ ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଘାଇ ଯୋଗୁଁ ଲେମ୍ବୁପାଳ ଗାଁ ମୁହାଁ ହୋଇଛି ପ୍ରଖର ବେଗରେ କେନାଲର ଜଳସ୍ରୋତ। ଜଳସ୍ରୋତ ପାଇଁ ଚିନ୍ତାରେ ପଡ଼ିଛନ୍ତି ପାଞ୍ଚ ରୁ ଅଧିକ ପରିବାର।
powered by social2s