କନ୍ଧମାଳ ଜିଲ୍ଲାରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଲମପଡାରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାାଁମୁହିାଁ ହୋଇଥିଲା ଜଣାପଡ଼ିଛି। DVF ଓ SOG ଯବାନଙ୍କ ଗୁଳିବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି। ମାଓ ଶିବିର ଠାବ ପରେ ବିପୁଳ ମାଓ ସାମଗ୍ରୀ ଜବତ କଲେ ଯବାନ। ଏପ୍ରିଲ ୫ ରେ କମ୍ବିିଂ ଅପରେସନ ବେଳେ ହୋଇଥିଲା ଗୁଳିବିନିମୟ।

powered by social2s