ଭୁବନେଶ୍ୱର: ଘୋଷଣା ହେଲା ୧୨ ନୂଆ ନୋଟିଫାଏଡ୍ ଏରିଆ କାଉନସିଲ୍ (ଏନ୍ଏସି)। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୭ ଜିଲ୍ଲାରେ ଗଠନ ହେବ ୧୨ ନୂଆ ଏନ୍ଏସି। ପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତା, ବେତନଟି, ବାଙ୍ଗିରପୋଷୀ, ତିହିଡ଼ି, ରେଙ୍ଗାଲି ବିଷମକଟକ, ଚିତ୍ରଡ଼ା, ଧୁଷୁରୀ ଓ ବାମରା।
powered by social2s

