ଅଗଷ୍ଟ ୨୮ରେ ନୂଆଁଖାଇ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ନୂଆଁଖାଇ ପାଇଁ ସମ୍ବଲପୁରରେ ଶୁଭ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଅଗଷ୍ଟ ୨୮ରେ ସମ୍ବଲପୁରରେ ନୂଆଁଖାଇ ପାଳିତ ହେବ। ପ୍ରଥମେ ମା' ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ସକାଳ ୧୦.୩୩ରୁ ୧୦.୫୫ ମଧ୍ୟରେ ହେବ ନବାନ୍ନ ଲାଗି। ପରେ ଘରେ ଘରେ ନୂଆ ଖାଇବେ ଲୋକେ ।

powered by social2s