ଜୁଆ ଆଡ୍ଡାରେ ଚଢ଼ାଉ, ୧୪ ଜୁଆଡ଼ି ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ନିକଟ ଫୁଟବଲ୍ ପଡ଼ିଆ ପଛରେ ଏକ ଜୁଆ ଆଡ୍ଡାରେ ଅତର୍କିତ ଚଢ଼ାଉ କଲା ପୋଲିସ୍। ଘଟଣାସ୍ଥଳରୁ ୧୪ ଜଣ ଜୁଆଡ଼ି ଗିରଫ ହୋଇଛନ୍ତି। ଜୁଆଡ଼ିଙ୍କ ନିକଟରୁ ୨୧ଟି କାର୍, ୧୪ଟି ବାଇକ୍ ଓ ନଗଦ ଏକ ଲକ୍ଷ ଏକ ହଜାର ତିନି ଶହ ଟଙ୍କା ଜବତ କରାଯାଇଛି।

powered by social2s