ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଏକମାଣିଆ ଗାଁରେ ୭୦ରୁ ଊର୍ଦ୍ଧ୍ବ ମଇଁଷିଙ୍କ ମୃତ୍ୟୁ ହୋଇଛି। ନଦୀରୁ ଉଦ୍ଧାର ହୋଇଛି ୭୦ରୁ ଊର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ। କିପରି ମୃତ୍ୟୁ ଅସ୍ପଷ୍ଟ ମଇଁଷି ପାଳି ପେଟ ପୋଷୁଥିବା ୪ଟି ପରିବାର ସର୍ବସାନ୍ତ ହୋଇଛନ୍ତି। ନଦୀରେ କୁମ୍ଭୀର ଦେଖି ଏଣେତେଣେ ପହଁରିବାରୁ ସ୍ରୋତରେ ଭାସିଯାଇଥିଲେ।
powered by social2s

