ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢୁଛି। ଅଧିକ testingକଲେ ଅଧିକ ପଜିଟିଭ ଆସୁଛି। ଏଥିପାଇଁ 3-T ଫର୍ମୁଲା ଉପଯୋଗ କରାଯାଉଛି। ହୋମ ଆଇସୁଲେସନ ସୁବିଧା ନ ଥିଲେ କୋଭିଡ କେୟାର ସେଣ୍ଟର ରେ ରଖାଯିବ । ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଳ କମିଶନର ଙ୍କୁ କୁହାଯାଇଛି। ଏଥିପାଇଁ ସବୁ କୋଭିଡ କେୟାର ସେଣ୍ଟର କୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ୨ୟ ଲହର ପାଇଁ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର ।
powered by social2s

