ପୁରୀ: ଦାଦବଟି ପାଇଁ ଦରଜୀ ସେବାୟତଙ୍କୁ ଆକ୍ରମଣ ହୋଇଛି। ପୁରୀ ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ସମ୍ମୁଖରେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ସେବାୟତ। ଦୋକାନରେ ବସିଥିବା ବେଳେ ଆକ୍ରମଣ କରିଥିଲେ ଦୁଇ ଜଣ ଦୃର୍ବୁତ୍ତ। ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ।
powered by social2s

