ବିଜେଡିର ସାଲେପୁର ବନ୍ଦ ଡାକରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସାଲେପୁର: ବିଜେଡି ପକ୍ଷରୁ ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା ଦିଆଯାଇଛି। ସାଲେପୁରକୁ NAC ଘୋଷଣା ଦାବିରେ ବନ୍ଦ ପାଳନ କରାଯାଉଛି। ସାଲେପୁର ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦଳୀୟ କର୍ମୀ।

powered by social2s