ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଷ୍ଟେସନରୁ ୧୧୨ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। ବ୍ରାଉନସୁଗାର ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଜଣେ ଯୁବକ ଅବକାରୀ ବିଭାଗ ଅଧିକାରୀଙ୍କ ଦ୍ଵାରା ଗିରଫ ହୋଇଥିବା ସୂଚନା। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୧୧ ଲକ୍ଷରୁ ଅଧିକ।
powered by social2s

