ଆଜି ୧୨ ଘଣ୍ଟିଆ ମୁନିଗୁଡ଼ା ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାୟଗଡ଼ା : ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ମୁନିଗୁଡ଼ା ସହର ଏନଏସି ଘୋଷଣାରୁ ବାଦ୍ ପଡ଼ିଥିବାରୁ ଏହି ବନ୍ଦ ପାଳନ କରୁଛି ମୁନିଗୁଡ଼ା ପ୍ରଗତି ମଞ୍ଚ। ବନ୍ଦ ଯୋଗୁଁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।

powered by social2s