ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳରେ ଆମ ବସ୍ କାଚ ଭାଙ୍ଗିଲେ କାର୍ ଚାଳକ। ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଆଗରେ କାର୍ କୁ ସାଇଡ୍ ମାରିବାରୁ ଘଟିଛି ଏହି ଘଟଣା। ରାସ୍ତା ମଝିରେ ଆମ ବସ୍ ଅଟକ ରହିଥିବାରୁ ନାଲକୋ - ଡମଣା ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ୍।
powered by social2s

