ଛତିଶଗଡ଼ ଓ ଓଡ଼ିଶା ଭିତରେ ପରିବହନ ଉପରେ ଲାଗିଲା କଟକଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରେ ରଖି ଛତିଶଗଡ଼ ରୁ ଓଡିଶା ପ୍ରବେଶ ଉପରେ ଲାଗିଲା କଟକଣା। ବନ୍ଦ ହେଲା ଛତିଶଗଡ଼ ଓ ଓଡିଶା ଭିତରେ ଗାଡି ଚଳାଚଳ। ଛତିଶଗଡ଼-ଓଡିଶା ଟ୍ରେନ ଚଳାଚଳ ବନ୍ଦ କରିବା ପାଇଁ ରେଳବାଇ ବୋର୍ଡ଼କୁ ଚିଠି ଲେଖିଲେ ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

powered by social2s