ଘଟଗାଁ: ଆଜିଠାରୁ ମା' ତାରିଣୀଙ୍କର ୮୫ ତମ ଚଇତି ପର୍ବ ଆରମ୍ଭ ହେଉଛି।କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଚଇତି ପର୍ବ।୭ ଦିନ ଧରି ଅନୁଷ୍ଠିତ ହେବ ମା'ଙ୍କ ସୁନା ବେଶ।ଆଜିଠୁ ୧୨ ତାରିଖ ଯାଏ ମନ୍ଦିର ଖୋଲା ରହିବ। ୧୩ ଓ ୧୪ ତାରିଖ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।ଆସନ୍ତା ୧୫ ତାରିଖରେ ଭକ୍ତମାନେ ମା'ଙ୍କ ଦର୍ଶନ କରିବାର ସୁଯୋଗ ପାଇବେ।
powered by social2s

