ପିକ୍‌ଅପ୍‌ ଓଲଟି ଜଣେ ମୃତ, ୧୫ ଗୁରିତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କେଲ୍ ନିକଟରେ ପିକ୍‌ଅପ୍‌ ଓଲଟି ଜଣେ ପ୍ରାଣ ହରାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଗୁରୁତର ଆହତମାନେ ବଣାଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଧରଣୀଧରପାଲିରୁ କେଲ୍ ଯିବା ବେଳେ ଘଟିଛି ଦୁର୍ଘଟଣା।

powered by social2s