ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଉଦଘାଟନ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ। ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଉପସ୍ଥିତ ଥିଲେ। ସବୁ ରାଜ୍ୟର ୨୦୦ରୁ ଅଧିକ ପ୍ରତିନିଧି ଉପସ୍ଥିତ ଥିବା ସୂଚନା। ଏହି ସମ୍ମିଳନୀର ପ୍ରଧାନ ଲକ୍ଷ୍ୟ ହେଉଛି ସଂବିଧାନୀୟ ସୁରକ୍ଷାବଳୀକୁ ଅଧିକ ଶକ୍ତିଶାଳୀ କରିବା, ଜନଜାତି ଓ ଜନୁସୂଚିତ ଜାତି ଗୋଷ୍ଠୀର ସାମାଜିକ-ଆର୍ଥିକ ଉନ୍ନତି ବଢ଼େଇବା ଓ ବିଭିନ୍ନ ରାଜ୍ୟ ମଧ୍ୟରେ ଉତ୍ତମ ପଦ୍ଧତି ଅଦାନ-ପ୍ରଦାନ କରିବା।
powered by social2s

