ଭୁବନେଶ୍ବର: ଭୁବନେଶ୍ବର ପଳାସପଲ୍ଲୀ ନିକଟ ରେଳ ଲାଇନ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। କ୍ଷତବିକ୍ଷତ ମୃତଦେହ ଠାବ କଲା ସରକାରୀ ରେଳେବାଇ ପୋଲିସ୍। ମୃତକ ହେଲେ ଢେ଼ଙ୍କାନାଳ ର ସନ୍ଦେଶ କୁମାର ଦାସ। ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ।
powered by social2s