ପାରାଦୀପ: ଓଡ଼ିଶା ଓ ପଶ୍ଚିମବଙ୍ଗ ସମୁଦ୍ର ଉପକୂଳରେ ‘ସାଗର କବଚ-୨’ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ୨ ଦିନିଆ ସମରାଭ୍ୟାସରେ ସାମିଲ୍ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ଟି ସଂସ୍ଥା। ଜଳପଥରେ ଆତଙ୍କବାଦୀ ଅନୁପ୍ରବେଶ ପ୍ରତିହତ କରିବା ଏହି ସମରାଭ୍ୟାସର ଲକ୍ଷ୍ୟ । ଏଥିରେ କଷ୍ଟମ, ନୌସେନା, ସି ଆଇ ଏସ୍ ଏଫ୍, ପାରାଦୀପ ବନ୍ଦରର ଅଧିକାରୀ, ମାରାଇନ୍ ପୋଲିସ୍, ମତ୍ସ୍ୟ ଓ ବନ ବିଭାଗ କର୍ମଚାରୀ ସାମିଲ ଥିବା ସୂଚନା।
powered by social2s

