ପୁରୀ: ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ଯେ, ଶ୍ରୀମନ୍ଦିର ସୁରକ୍ଷା ନେଇ ନୂଆ ସବ କମିଟି ଗଠନ କରାଯାଇଛି। ସବ କମିଟି ମୁଖ୍ୟ ହେଲେ ଗିରିଶ ମୁର୍ମୁ ଅରବିନ୍ଦ। କମିଟିରେ ପୁରୀ ଏସ୍ପି ଓ ସେବାୟତ ରହିବେ। ଖୁବଶୀଘ୍ର ନାଟମଣ୍ଡପରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା।ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଏସି ସୁବିଧା ରହିବ। SOP ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଲେ ଅରବିନ୍ଦ।
powered by social2s

