ଓଡିଶାରେ ସରକାରୀ କାର୍ଯ୍ୟାଳୟରେ ବିଏସଏନ୍ଏଲ୍ ବାଧ୍ୟତାମୂଳକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଏଣିକି ଓଡ଼ିଶାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଏସଏନ୍ଏଲ୍ ନେଟ୍‌ୱାର୍କ ବ୍ୟବହାର ବାଧ୍ୟତାମୂଳକ କରାଯାଉଛି। ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି କରାଯାଇଛି। ସବୁ ସରକାରୀ ପ୍ରତିଷ୍ଠାନରେ ବ୍ୟବହାର ହେବ ବିଏସଏନ୍ଏଲ୍ ଇଣ୍ଟରନେଟ୍, ବ୍ରଡ୍‌ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍, ଲିଜ୍‌ ଲାଇନ୍‌ ସେବା ବ୍ୟବହାର ହେବ।

powered by social2s