ଆସନ୍ତା ୨୭ରେ OTET ପରୀକ୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆସନ୍ତା ୨୭ରେ OTET ପରୀକ୍ଷା। ଦୁଇଟି ସିଟିଂରେ ହେବ OTET ପରୀକ୍ଷା। ପ୍ରଥମ ସିଟିଂ- ସକାଳ ୯ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ। ଦ୍ବିତୀୟ ସିଟିଂ- ଅପରାହ୍ଣ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ୱର ୧୭ ତାରିଖ ସୁଦ୍ଧା ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ୱେବ୍‌ସାଇଟ୍‌- http://bseodisha.ac.in ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ।

powered by social2s