ଉଇନର ଆସୋସିଏସନ ପକ୍ଷରୁ ଧୁମ ଧାମ ରେ ଗଣେଶ ବିସର୍ଜନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଗଣେଶ ଭସାଣୀ ପୂର୍ବ ବର୍ଷ ଭଳି ପବିତ୍ର ଅନନ୍ତ ବ୍ରତରେ ଚଳିତ ବର୍ଷ ଗଣେଶ ବିସର୍ଜନ କରିଛି ଭୁବନେଶ୍ବର ସହିଦନଗର ଉଇନର ଆସୋସିଏସନ । ମହାରଷ୍ଟ୍ର ବାଜା, ଢୋଲ, ଲାଇଟ, କୋଲଡ଼ ଫାୟାର ରେ ଦୁଲୁକିଲା ଗଣେଶ ମଣ୍ଡପଲ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଛୋଟ ବଡ଼ ଭାଇ ସମସ୍ତେ ଯୋଗଦେଇ ସହଯୋଗ କରିଥିଲେ। ଓଡିଶା ରେ ବଡ଼ ଗଣେଶ ଆରମ୍ଭ କରିଥିବା ଉଇନର ଆସୋସିଏସନ ପକ୍ଷରୁ ବହୁ ଧୁମ ଧାମ ରେ ଗଣେଶ ବିସର୍ଜନ ହୋଇଛି।

powered by social2s