ପୁରୀ: ଚପଲ ପିନ୍ଧି ପୁରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ ଜଣେ ଯୁବକ। ରାଧାବଲ୍ଲଭ ମଠ ସମ୍ମୁଖ ଗେଟ୍ ଦେଇ ପ୍ରବେଶ କରୁଥିଲେ। ସିଂହଦ୍ଵାର ଆଗରେ ଯୁବକଙ୍କୁ ଅଟକାଇ ଥାନାକୁ ନେଲା ପୋଲିସ୍। ଜେଟିପିଙ୍କ ସହ ଯୁକ୍ତିତର୍କ ଓ ଠେଲାପେଲା କଲେ ଯୁବକ।
powered by social2s