ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହଷ୍ଟେଲରେ ଜଣେ ନର୍ସିଂ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋର ଅଞ୍ଚଳର ୨୦ ବର୍ଷୀୟ ରମୀୟ ରଞ୍ଜନ ସାମଲ ଟ୍ରେନିଂ ପାଇଁ ହଷ୍ଟେଲରେ ରହୁଥିଲେ। ତାଙ୍କ ବାପା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚାରୀ ଅଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
powered by social2s

