ଝାଡ଼ଖଣ୍ଡର ତିନି ପାହାଡି ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୋଲିସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଝାଡ଼ଖଣ୍ଡର ତିନି ପାହାଡି ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୋଲିସ । ଗ୍ୟାଙ୍ଗ ନିକଟରୁ ୫୦ଟି ଦାମୀ ମୋବାଇଲ ଫୋନ ଓ ବ୍ୟାଗ ଜବତ କରାଯାଇଛି। ଫ୍ଲାଇଟରେ ଆସି ହୋଟେଲ ଓ ଲଜରେ ରହୁଥିଲେ। ମୋବାଇଲ ଚୋରି କରି କୋରିଅରରେ ପଠାଉଥିଲେ ଏହି ଗ୍ୟାଙ୍ଗର ସଦସ୍ୟ।

powered by social2s