କୋରାପୁଟ: କୋରାପୁଟରେ ଭୁଶୁଡ଼ିଲା ଦୋକାନ ଘର ଛାତ। ଛାତ ତଳେ ୪ରୁ ୫ ଜଣ ଫସି ଥିବା ସୂଚନା । ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସାମ୍ନା ଦେକାନ ଛାତ ଭୁଶୁଡ଼ିଲା। କୋରାପୁଟ ଟାଉନ କ୍ରୀଟ ପକ୍ଷରୁ ୨୫ ବର୍ଷର ପୁରାତନ ଷ୍ଟଲ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ୍ ଓ ପୋଳିସ କର୍ମଚାରୀ ନିୟୋଜିତ ଥିବା ସୂଚନା।
powered by social2s

