କଟକ: ମା' କଟକ ଚଣ୍ଡୀ ପୀଠରେ ଷୋଡ଼ଷ ଦିନାତ୍ମକ ପୂଜା ଆରମ୍ଭ ହୋଇଛି। ଗଡ଼ଚଣ୍ଡୀଙ୍କ ପୀଠରେ ବି ଷୋଡ଼ଷ ଦିନାତ୍ମକ ପୂଜା ଆରମ୍ଭ ହୋଇଛି। ମୂଳାଷ୍ଟମୀରେ ମହାନଦୀରୁ ଜଳ ଆଣି ଘଟସ୍ଥାପନ କରାଯିବ।
powered by social2s