ବେଆଇନ ବାଣ କାରଖାନାରେ ଚଢ଼ାଉ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କୁରୁଲିଆ ଗାଁରେ ଚାଲିଥିବା ଏକ ବେଆଇନ ବାଣ କାରଖାନାରେ ଚଢ଼ାଉ କରିଛି ପୋଲିସ୍। ୩ଟି ବାଣ କାରଖାନାରେ ଚଢ଼ାଉ କରାଯାଇଛି। ଅତର୍କିତ ଚଢ଼ାଉ ବେଳେ ବିପୁଳ ପରିମାଣର ବାଣ ସହ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ବାଣ ପ୍ରସ୍ତୁତ ହେଉଥିବା ବେଳେ ୩ ଜଣଙ୍କୁ ଧରିଲା ପୋଲିସ୍।

powered by social2s