ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଆଡ଼ପ ମଣ୍ଡପରେ ପଡ଼ି ଜଣେ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଶ୍ରଦ୍ଧାଳୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ଶିବବର୍ଦ୍ଧନ ସିଂ। ପୂର୍ବରୁ ଅସୁସ୍ଥ ଥିଲେ, ମୁଣ୍ଡ ବୁଲାଇବାରୁ ପଡ଼ି ଯାଇଥିଲେ।
powered by social2s

