ଆସନ୍ତା କାଲିଠୁ ରେଳଷ୍ଟେସନରେ ଯାଞ୍ଚ କଡ଼ାକଡ଼ି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଆସନ୍ତା କାଲିଠାରୁ ଭୁବନେଶ୍ୱର ରେଳଷ୍ଟେସନରେ ଯାଞ୍ଚ କଡାକଡି କରାଯିବ। ଏନେଇ ୨୪ ଘଣ୍ଟିଆ ଯାତ୍ରୀ ଯାଞ୍ଚ ପାଇଁ ବିଏମସି ପକ୍ଷରୁ ୬ଟି ଟିମ୍ ଗଠନ କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ସବୁ ଯାତ୍ରୀମାନଙ୍କୁ ଯାଞ୍ଚ କରାଯିବ। ଏନେଇ ବିଏମସି ଓ ଷ୍ଟେସନ ଅଧିକାରୀ ମିଳିତ ଭାବରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

powered by social2s