ଗଜପତି: ଗଜପତି ଜିଲ୍ଲାର ଦୁଇ ଶିକ୍ଷକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ମାଛମରା ଉଚ୍ଚ ପ୍ରାଥମିକ ସ୍କୁଲର ୩ ଶିକ୍ଷକ ନିଲମ୍ବିତ ହୋଇଥିବା ଜଣାପଡିଛି। ପ୍ରଧାନ ଶିକ୍ଷକ ଓ ଆକ୍ରମଣକାରୀ ୨ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଗୋଷାଣୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ରହିବେ ୩ ଶିକ୍ଷକ। ଗଣ୍ଡଗୋଳ ପ୍ରତିବାଦରେ ସ୍କୁଲରେ ଧାରଣା ଦେଇଥିଲେ ଅଭିଭାବକ।
powered by social2s

