ପୁରୀ: ଆରମ୍ଭ ହେଲା ହବିଷ୍ୟାଳିଙ୍କ ପାଇଁ ପଞ୍ଜୀକରଣ। ପ୍ରଥମ ଥର ଆବେଦନ କରୁଥିଲେ ଦିଆଯିବ ଅଗ୍ରାଧିକାର। ହବିଷ୍ୟାଳି ମାନେ https://edistrict.gov.in ରେ କରିପାରିବେ ଆବେଦନ। ୨୫୦୦ ହବିଷ୍ୟାଳି ପଞ୍ଜୀକରଣ ପର୍ଯ୍ୟନ୍ତ ଚାଲିବ ଆବେଦନ।
powered by social2s