ଖୋର୍ଦ୍ଧାର ପ୍ରସିଦ୍ଧ ସଳେଶ୍ବର ଦେବଙ୍କ ମନ୍ଦିରରୁ ଚୋରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: ଖୋର୍ଦ୍ଧା ତାପଙ୍ଗ ପଞ୍ଚାୟତ ଅଣ୍ଡା ଗ୍ରାମରେ ଥିବା ପ୍ରସିଦ୍ଧ ସଳେଶ୍ବର ଦେବଙ୍କ ମନ୍ଦିରରୁ ଚୋରି ହୋଇଛି। ଠାକୁରଙ୍କ ହୁଣ୍ଡି ଏବଂ ଅଳଙ୍କାର ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ସକାଳୁ ପୂଜା ପାଇଁ ମନ୍ଦିର ଖୋଲିବା ବେଳେ ଏହା ଜଣାପଡ଼ିଥିଲା। ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ କରିଛି।

powered by social2s