କଟକ: କଟକ ରୁ ପୁଣି ଠାବ କରାଯାଇଛି ଚୋରା ବନ୍ଧୁକ ରାକେଟ। ବିଦ୍ୟାଧରପୁର ଅଞ୍ଚଳରୁ ଏହି ରାକେଟ ଠାବ କରାଯାଇଛି। ଏନେଇ ଡିସିପି କମିଶନରେଟ ସୂଚନା ଦେଇଛନ୍ତି। ଜଗତସିଂହପୁର ବିରିଡିର ଅଜିତ ରାୟ ଓରଫ୍ ଦିପୁନା ଓ ଗଞ୍ଜାମ ଜିଲ୍ଲାର ଅଜୟ ମହାରଣାଙ୍କୁ ଗିରଫ କରାଯାଇଛି। ଏମାନଙ୍କ ଠାରୁ ୬ଟି ବନ୍ଧୁକ ସମେତ ୩୨ଟି ଗୁଳି ଜବତ ହୋଇଥିବା ସୂଚନା ରହିଛି।
powered by social2s

