ସମ୍ୱଲପୁର: ଆଜି ପବିତ୍ର ମହାଳୟା ଅବସରରେ ମା’ ସମଲେଇଙ୍କ ଧବଳମୁଖୀ ବେଶ। ସିନ୍ଦୁର ବର୍ଣ୍ଣ ବଦଳରେ ଆଜି ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଛନ୍ତି ମା’ ସମଲେଇ। ଧବଳମୁଖୀ ବେଶ ପାଇଁ କରାଯାଉଛି ମା' ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତୀ ସ୍ୱତନ୍ତ୍ର ବେଶ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
powered by social2s

