ଭୁବନେଶ୍ବର: ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି ସାରା ଓଡ଼ିଶା। ଆଜି ମଣ୍ଡପରେ ଷଷ୍ଠୀ, ପୀଠେ ସପ୍ତମୀ। ବିଭିନ୍ନ ପୂଜା ମଣ୍ଡପରେ ବିରାଜିବେ ଦଶଭୁଜା। ମହାମାୟାଙ୍କୁ ଆବାହନ ପାଇଁ ସବୁଠି ଚାଲିଛି ଜୋରଦାର୍ ପ୍ରସ୍ତୁତି । ସୁଉଚ୍ଚ ତୋରଣ ସାଙ୍ଗକୁ ଝଲସୁଛି ଭଳିକି ଭଳି ପୂଜା ମଣ୍ଡପ।
powered by social2s

