ଭୁବନେଶ୍ବରର ୭ଟି ସ୍ଥାନରେ ହେବ ରାବଣ ପୋଡ଼ି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବରର ୭ଟି ସ୍ଥାନରେ ହେବ ରାବଣ ପୋଡ଼ି କାର୍ଯ୍ୟକ୍ରମ। ନହରକଣ୍ଟା, ବରମୁଣ୍ଡା, ବଡ଼ଗଡ଼ ଓ କୋରଡ଼କଣ୍ଟାରେ ହେବ ରାବଣ ପୋଡ଼ି। ବାଙ୍କୁଆଳ, ଗୋପାଳପୁର, କିଟ୍‌ସ ରୋଡ୍‌ ଓ କପିଳପ୍ରସାଦ ଫୁଟବଲ ପଡ଼ିଆରେ ରାବଣ ପୋଡ଼ି।

powered by social2s