ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଳାହାଣ୍ଡି: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜେନାଖାଲରେ ଗୁପ୍ତ ରୀତିନୀତିରେ ମାଣିକେଶ୍ୱରୀଙ୍କ ପୂଜାର୍ଚ୍ଚନା ସଂପନ୍ନ କରାଯାଇଛି। ଗୁପ୍ତ ନୀତିରେ ପୂଜା ପରେ ଭୋର୍‌ ୫ଟା ୧୫ରେ ବାହାରିଲା ମା'ଙ୍କ ଛତର। ଶହ ଶହ ପଶୁପକ୍ଷୀଙ୍କ ବଳି ପକାଇଲେ ମାନସିକଧାରୀ।

powered by social2s