ଦୋକାନ ଉପରେ ମାଡ଼ିଗଲା ଟ୍ରକ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଙ୍ଗିରିପୋଷି: ମୟୁରଭଞ୍ଜ ଜିଲ୍ଲା ଝାଡ଼ପୋଖରିଆ ଥାନା ଗୋଲେଇ ଛକର ଦୋକାନ ଉପରେ ମାଡ଼ିଗଲା ଟ୍ରକ୍ । ସୂଚନା ଅନୁଯାୟୀ, ୭ଟି ଦୋକାନ ଉପରେ ଟ୍ରକ୍ ମାଡ଼ିଯିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଦ୍ରୁତ ଗତିରେ ଆସି ହଠାତ୍ ଦୋକାନ ଉପରକୁ ନିୟନ୍ତ୍ରଣ ହରାଇ ଟ୍ରକ୍ ମାଡ଼ିଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ।

powered by social2s