କୋରାପୁଟ-ରାୟଗଡ଼ା ରାସ୍ତା ଉପରେ ୨ ଫୁଟ୍ ପାଣି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: କୋରାପୁଟ-ରାୟଗଡ଼ା ରାସ୍ତା ଉପରେ ୨ ଫୁଟ୍ ପାଣି ପ୍ରବାହିତ ହେଉଥିବା ସୂଚନା। ବଙ୍ଗଳାଗୁଡା ନିକଟ ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଜାତୀୟ ରାଜପଥ ୩୨୬ରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗଭୀର ଅବପାତଜନିତ ବର୍ଷା ପ୍ରଭାବରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିିଭିନ୍ନ ସ୍ଥାନରେ ପାଣି ଜମିରହିଛି।

powered by social2s