ଗଜପତି: ଗଜପତି ଜିଲ୍ଲା ମହେନ୍ଦ୍ରଗିରିରୁ ସମସ୍ତ ୩୦ ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ମାଟି ଅତଡ଼ା ଧସିବାରୁ ଫସି ରହିଥିଲେ ପର୍ଯ୍ୟଟକ । ବୁରୁଖତ ନିକଟସ୍ଥ ଏକ ବୁଲାଣିରେ ଧସିଛି ମାଟି ଅତଡ଼ା। ସମସ୍ତ ପର୍ଯ୍ୟଟକ କଟକ ଓ ଭୁବନେଶ୍ବର ଅଞ୍ଚଳର। ପର୍ଯ୍ୟଟକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା।
powered by social2s

