ବରଗଡ଼ ଜେଲ୍ ଓ ସବ୍ ଜେଲ୍‌ରେ ଚଢାଉ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବରଗଡ଼: ବରଗଡ଼ ଜେଲ୍ ସମେତ ସବ୍ ଜେଲ୍‌ରେ ପୋଲିସ ଚଢାଉ କରିଛି। ପଦ୍ମପୁର ଓ ସୋହେଲା ସବ୍ ଜେଲ୍‌ରେ ମଧ୍ୟ ଚଢାଉ ହୋଇଥିବା ସୂଚନା। ଏସପିଙ୍କ ନିର୍ଦ୍ଦେଶରେ ଜେଲ୍ ଓ ସବ୍ ଜେଲ୍‌ରେ ଚଢାଉ। ଜେଲ୍‌ ଭିତରୁ ବହୁ ମାଦକ ଦ୍ରବ୍ୟ ଜବତ କରାଯାଇଛି।

powered by social2s