ଲିଙ୍ଗରାଜ ମନ୍ଦିରରେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଟିମ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ପହଁଞ୍ଚିଲେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଟିମ୍। ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ ଟିମ୍‌ର ଯାଞ୍ଚ କରୁଥିବା ସୂଚନା। ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ଗୋଟିଏ ଟିମ୍ ପହଞ୍ଚି ମନ୍ଦିର ପରିସରରେ କଲା ଯାଞ୍ଚ। ପୋଡ଼ି ଯାଇଥିବା ପତାକାକୁ କାଢ଼ି ନୂଆ ପତାକା ଲଗାଗଲା। ଗତକାଲି ବଜ୍ରପାତରେ ମନ୍ଦିର ପତାକା ସହ ସିସିଟିଭି ଓ ବଲ୍‌ବ ପୋଡ଼ି ଯାଇଥିଲା।

powered by social2s