ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଯବାନ ସହ ୩ ଅଟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ହୋଇଥିବା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୩ ଜଣ ଅଟକ ଥିବା ସୂଚନା। ଜଣେ ସି ଆଇ ଏସ୍ ଏଫ୍ ଯବାନ ସହ ୩ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି। ୬୦ରୁ ଅଧିକ ସିସିଟିଭି ଯାଞ୍ଚ କରୁଛି ପୋଲିସ। ସହର ଭିତର ଓ ବାହାର, ଜାତୀୟ ରାଜପଥରେ ଥିବା ସିସଟିଭି ଯାଞ୍ଚ କରାଯାଉଛି। ରାଜ୍ୟ ବାହାରକୁ ତଦନ୍ତ ପାଇଁ ଗୋଟିଏ ଟିମ୍‌ ଯାଇଥିବା ଜଣାପଡ଼ିଛି।

powered by social2s