ବୁଡ଼ିଲା ମାଛଧରା ବୋଟ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପଟ୍ଟାମୁଣ୍ଡାଇ: କେନ୍ଦ୍ରପଡ଼ା ଜିଲ୍ଲାରେ ସମୁଦ୍ରରେ ବୁଡ଼ିଲା ମାଛଧରା ବୋଟ୍। ବର୍ତ୍ତିଗଲେ ମତ୍ସ୍ୟଜୀବୀ। ସାତଭାୟା ନିକଟ ସମୁଦ୍ରରେ ବୋଟ୍‌ରେ ପାଣି ପଶିବାରୁ ବୁଡ଼ି ଯାଇଥିବା ସୂଚନା। ପହଁରି ପହଁରି କୂଳକୁ ଆସିଲେ ୮ ଜଣ ମତ୍ସ୍ୟଜୀବୀ।

powered by social2s