ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ନାମାଙ୍କନ ଭରି ପାରିବେ ପ୍ରାର୍ଥୀ। ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ଦିନ। ଅକ୍ଟୋବର ୨୨ ରେ ହେବ ନାମାଙ୍କନ ଯାଞ୍ଚ ଓ ୨୫ ତାରିଖ ନାମାଙ୍କନ ପ୍ରତ୍ଯାହାରର ଶେଷ ଦିନ। ନଭେମ୍ବର ୧୧ ରେ ହେବ ଭୋଟ୍ ଗ୍ରହଣ ଓ ୧୪ ରେ ଆସିବ ଫଳାଫଳ।
powered by social2s

