ଚନ୍ଦକା ଥାନାରୁ ଅଭିଯୁକ୍ତ ଫେରାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦକା ଥାନାରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା। କନେଷ୍ଟବଲ୍‌ଙ୍କୁ ଧକ୍କା ଦେଇ ମୋବାଇଲ ଚୋରି ଅଭିଯୁକ୍ତ ଥାନାରୁ ଖସି ଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ପଶ୍ଚିମବଙ୍ଗର, ଆଇଫୋନ୍‌ ଚୋରି ଘଟଣାରେ ଗିରଫ ହୋଇଥିଲା।

powered by social2s