କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ। ଦୃଶ୍ୟମାନ ହେଉନି ରାସ୍ତାଘାଟ। କୁହୁଡ଼ି ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚଳିତ ବର୍ଷର ପ୍ରଥମ କୁହୁଡ଼ିର ମଜା ନେଉଛନ୍ତି ଲୋକେ। ଆସନ୍ତା ଦୁଇ ଦିନ ମଧ୍ୟରେ ସମଗ୍ର ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମି।
powered by social2s

