ଆଜି ଅପରାହ୍ଣ ୩ଟାରୁ ବନ୍ଦ ରହିବ 'ଆମ ବସ୍’ ସେବା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜି ଦୀପାବଳି ଅବସରରେ ଅପରାହ୍ଣ ୩ଟାରୁ ବନ୍ଦ ରହିବ 'ଆମ ବସ୍’ ସେବା। ଆଜି କୌଣସି ରୁଟ୍‌ରେ ବସ୍ ଚଳାଚଳ କରିବ ନାହିଁ। ଆସନ୍ତାକାଲିଠାରୁ ‘ଆମ ବସ୍’ ସେବା ପୁଣି ସ୍ୱାଭାବିକ ଭାବେ ଚାଲୁ ହେବ।

powered by social2s