ଦୁର୍ଘଟଣାରୁ ବର୍ତ୍ତିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: କେରଳରେ ଦୁର୍ଘଟଣାରୁ ବର୍ତ୍ତିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର। କେରଳରେ ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ପ୍ରମାଦମରେ ନବ ନିର୍ମିତ କଂକ୍ରିଟ୍ ହେଲିପ୍ୟାଡ୍ ଧସିଲା। ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡ୍‌ରେ ଫସିଲା ଚପର୍‌ ଚକ। ଲ୍ୟାଣ୍ଡିଂ ବେଳେ ଭାଙ୍ଗିଗଲା ହେଲିପ୍ଯାଡର ଏକ ଅଂଶ। କଂକ୍ରିଟ୍ ଭିତରୁ ଚପର୍‌କୁ ବାହାର କଲେ ପୋଲିସ ଓ ଅଗ୍ନିଶମ ବାହିନୀ। ବଡ଼ ଅଘଟଣକୁ ଅଳ୍ପକେ ବର୍ତ୍ତିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

powered by social2s